ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ ଅଭାବ: ସଙ୍କଟରେ ଗୁରୁତର ରୋଗୀ

କଟକ : କଟକ ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ଗୁରୁତର ରୋଗୀଙ୍କ ଜୀବନ ଏବେ ସଙ୍କଟରେ। କୋଭିଡ-୧୯ର ଚିକିତ୍ସା ନିୟମାବଳୀ ଅନୁଯାୟୀ ଏବେ ଚିକିତ୍ସା ଆରମ୍ଭ ପୂର୍ବରୁ ରୋଗୀଙ୍କ ତୁରନ୍ତ ଆଣ୍ଟିଜେନ ପରୀକ୍ଷା ପାଇଁ କିଟ୍ସ ନାହିଁ। ଫଳରେ ରୋଗୀଙ୍କ ଆରଟିପିସିଆର ପରୀକ୍ଷା କରି ରିପୋର୍ଟକୁ ଅପେକ୍ଷା କରାଯାଉଛି। ଆରଟିପିସିଆର ରିପୋର୍ଟ ପାଇଁ ଗୋଟିଏ ଦିନରୁ ଅଧିକ ଲାଗି ଯାଉଥିବାରୁ ସେତେବେଳକୁ ଗୁରୁତର … Continue reading ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ ଅଭାବ: ସଙ୍କଟରେ ଗୁରୁତର ରୋଗୀ